NewsPlus Odia - Breaking News, Politics, Crime, Daily News

Header
collapse
...
Home / ଅପରାଧ / ପୋଲିସକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା , ୨ ଅଟକ

ପୋଲିସକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା , ୨ ଅଟକ

Aug 03, 2026  Sachchida Nanda Mahakur  14 views
ପୋଲିସକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା , ୨ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ଆକ୍ରମଣ ଓ ପୋଲିସ ଗାଡି ଭଙ୍ଗାରୁଜା । ଗତକାଲି କଣ୍ଟାବାଞ୍ଜି ସହରର ଏକ ଗ୍ୟାରେଜରେ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ କଣ୍ଟାବାଞ୍ଜି ସହର ଗୋରୁବଜାରପଡାକୁ ଯାଇଥିଲା କଣ୍ଟାବାଞ୍ଜିର ୬ ଜଣିଆ ପୋଲିସ ଟିମ । ସେହି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ କାବୁ କରୁଥିବା ବେଳେ ପୋଲିସ ଉପରକୁ ୧୫ ଜଣ ଗୋଷ୍ଠୀ ହୋଇ ଆକ୍ରମଣ କରିଥିଲେ । ଆକ୍ରମଣ ହେବା ଜଣେ ପୁଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି  । ସେପଟେ ପୋଲିସ ଗାଡିକୁ ଆକ୍ରମଣ କରିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିବା ଜଣାପଡ଼ିଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy