NewsPlus Odia - Breaking News, Politics, Crime, Daily News

Header
collapse
...
Home / Odisha / କ୍ୱ।କ ଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ନାବାଳକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

କ୍ୱ।କ ଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ନାବାଳକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

Jun 11, 2026  Sachchida Nanda Mahakur  41 views
କ୍ୱ।କ ଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ  ନାବାଳକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

ବେଲପଡ଼ା - ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା  ମାଲପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କ୍ୱ।କ ଙ୍କ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଜଣେ ନାବାଳକ ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ମୃତ ନାବାଳକ ଜଣକ ହେଲେ ମାଲପଡା ଗାଁର ବିକାଶ ବନଛୋର ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ମୃତ ନାବାଳକ ଜଣକ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ସ୍ଥାନୀୟ କ୍ବ।କ ଙ୍କୁ ଖବର ଦେଖିଲେ । କ୍ବାକ ଜଣକ ନାବାଳକ ଙ୍କ ଘରକୁ ଆସି ଚିକିତ୍ସା କରିବା ପରେ ଏକ ଇଂଜେକସନ ଦେଇଥିଲେ ।

 ଯାହାଫଳରେ ନାବାଳକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ  ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନା କୁ ନେଇଥିଲେ । ହେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଖବରପାଇ ଡାକ୍ତର ଖାନାକୁ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ଶବ ଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି  ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy