NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ମିନି ଷ୍ଟାଡିୟମର ଶୁଭ ଉଦ୍ଘାଟନ

ମିନି ଷ୍ଟାଡିୟମର ଶୁଭ ଉଦ୍ଘାଟନ

Jul 25, 2026  Sachchida Nanda Mahakur  17 views
ମିନି ଷ୍ଟାଡିୟମର ଶୁଭ ଉଦ୍ଘାଟନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ତମିଆଁ ଗ୍ରାମଠାରେ ମିନି ଷ୍ଟାଡିୟମର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ । 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy