NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ସାପ କାମୁଡାରେ ଯୁବକ ମୃତ

ସାପ କାମୁଡାରେ ଯୁବକ ମୃତ

Jun 22, 2026  Sachchida Nanda Mahakur  60 views
ସାପ କାମୁଡାରେ ଯୁବକ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗଁରେଇ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ସାପ କାମୁଡ଼ାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗାଁର ଜନ୍ମେଜୟ ବାଗ । ସୂଚନା ଅନୁଯାୟୀ, ଜନ୍ମେଜୟ ରାତିରେ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଆକ୍ରମଣ କରିବା ଫଲରେ ତାଙ୍କ ସ୍ୱାସ୍ଥ୍ୟର ହଠାତ୍ ଅବନତି ଘଟିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy