LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Education / ଗଞ୍ଜେଇ ଜବତ ସହ ଦୁଇ ଯୁବକ ଗିରଫ

ଗଞ୍ଜେଇ ଜବତ ସହ ଦୁଇ ଯୁବକ ଗିରଫ

Th06 14, 2026  Sachchida Nanda Mahakur  73 lượt xem
ଗଞ୍ଜେଇ ଜବତ ସହ ଦୁଇ ଯୁବକ ଗିରଫ

ବଲାଙ୍ଗୀର : ୧୪ା୬ ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋର ସକାଳୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିକୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚପରେ ଗାଡିରେ ଗଞ୍ଜେଇ ଲୋଡ ହୋଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପରେ ଚାଲାଣ ହେଉଥିବା ଗଞ୍ଜେଇ କୁ ଜବତ କରି ଦୁଇ ଯୁବକ ଙ୍କୁ ଗିରଫ କରିଥିଲା । ଗିରଫ ଯୁବକ ମାନେ ହେଲେ ଝାଡ଼ଖଣ୍ଡର ସଲମାନ ଆଲମ ଓ ମହମ୍ମଦ ଅସିଫ । ଦୁଇ ଯୁବକ କନ୍ଧମାଳ ଜିଲାରୁ ମହାରାଷ୍ଟ୍ରର ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ଗାଡିରେ ୩୭୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଯୁବକ ଙ୍କୁ କୋର୍ଟ ଚାଲାଣ କରିଥିଲା ଅବକାରୀ ବିଭାଗ ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie