لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଗଞ୍ଜେଇ ଜବତ, ବାପ ପୁଅ ସମେତ ୩ ଗିରଫ

ଗଞ୍ଜେଇ ଜବତ, ବାପ ପୁଅ ସମେତ ୩ ଗିରଫ

يوليو 22, 2026  Sachchida Nanda Mahakur  32 مشاهدة
ଗଞ୍ଜେଇ ଜବତ, ବାପ ପୁଅ ସମେତ ୩ ଗିରଫ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଲାଠୋର ପୁଲିସକୁ ମିଲିଲା ବଡ଼ ସଫଳତା । ଗଞ୍ଜେଇ ଚାଲାଣ ସମୟରେ ମାଡିବସିଲା ପୁଲିସ ।ଲାଠୋର ଲାନ୍ଥ ନଦୀ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ ଗଞ୍ଜେଇ ଚାଲାଣ କାରୀ । ଚାଲାଣ ସମୟରେ ୧୨ କେଜି ଗଞ୍ଜେଇ , ବାଇକ୍ ସମେତ ମୋବାଇଲ ଫୋନ୍ ଜବତ କରିଛି । ଏଘଟଣାରେ ସମ୍ପୃକ୍ତ ଥିବା ବାପ ପୁଅ ଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ।  ଗିରଫ ଯୁବକ ମାନେ ହେଲେ ସିନ୍ଧେକେଲା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହରିଶଙ୍କର ରୋଡ଼ ଷ୍ଟେସନ ରୁ ଟ୍ରେନ୍ ଯୋଗେ ରାୟପୁର କୁ ଗଞ୍ଜେଇ ଚାଲାଣ  କରିବା ଯୋଜନା କରିଥିବା ବେଳେ ତା ପୂର୍ବରୁ ପୋଲିସ ହାବୁଡାରେ ପଡିଥିଲେ ଗଞ୍ଜେଇ ଚାଲାଣ କାରୀ । 

 

 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط