لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର ଗଞ୍ଜେଇ , ଜବତ ସହ ୮ ଗିରଫ

କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର ଗଞ୍ଜେଇ , ଜବତ ସହ ୮ ଗିରଫ

يوليو 10, 2026  Sachchida Nanda Mahakur  37 مشاهدة
କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର ଗଞ୍ଜେଇ , ଜବତ ସହ ୮ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପୁଣି ବଡ଼ ଧରଣର ଗଞ୍ଜେଇ ଚାଲାଣ ଠାବ କରିଛି ଅବକାରୀ ବିଭାଗ । କପଡ଼ା ବ୍ୟବସାୟ ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ତୁଷୁରା ଅବକାରୀ ଟିମ୍ ତୁଷୁରା–ଦେଓଗାଁ ରାସ୍ତାରେ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କପଡ଼ା ଗଣ୍ଠିଲି ଭିତରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ତୁଷୁରାରୁ ୪ ଜଣ ଓ ଟିଟିଲାଗଡ଼ରୁ ୪ ଜଣଙ୍କୁ ଗିରଫ କରାଯାଇଛି । କପଡ଼ା ବ୍ୟବସାୟ ନାଁରେ ସଂଗଠିତ ଭାବେ ଗଞ୍ଜେଇ କାରବାର ଚାଲୁଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ କରାଯାଉଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط