لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

يونيو 20, 2026  Sachchida Nanda Mahakur  31 مشاهدة
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

ପାଟଣାଗଡ଼ : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ୍। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଘସିଏନ ମୁଖ୍ୟ ରାସ୍ତା ସୁନାମୁଦି ଛକ ନିକଟରେ । ଟ୍ରକଟି କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆଁ ଗାଁ ଠାରେ ଥିବା ବାବା ଗଙ୍ଗାରାମ ରାଇସ୍ ମିଲ୍ କୁ ଧାନ ନେଉଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ପାଟଣାଗଡ଼ ପୋଲିସ ପହଞ୍ଚି ଆଧିକ ତଦନ୍ତ ଆରମ୍ଭ କରିଛି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط