LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

Jun 20, 2026  Sachchida Nanda Mahakur  33 kali dilihat
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ

ପାଟଣାଗଡ଼ : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ୍। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଘସିଏନ ମୁଖ୍ୟ ରାସ୍ତା ସୁନାମୁଦି ଛକ ନିକଟରେ । ଟ୍ରକଟି କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆଁ ଗାଁ ଠାରେ ଥିବା ବାବା ଗଙ୍ଗାରାମ ରାଇସ୍ ମିଲ୍ କୁ ଧାନ ନେଉଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ପାଟଣାଗଡ଼ ପୋଲିସ ପହଞ୍ଚି ଆଧିକ ତଦନ୍ତ ଆରମ୍ଭ କରିଛି।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie