لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Education / କୁକୁଡ଼ା ଫାର୍ମରେ ଲାଗିଲା ନିଆଁ , ୩ ହଜାରରୁ ଉର୍ଦ୍ଧ୍ବ କୁକୁଡ଼ା ଜୀବନ୍ତ ଦଗ୍ଧ

କୁକୁଡ଼ା ଫାର୍ମରେ ଲାଗିଲା ନିଆଁ , ୩ ହଜାରରୁ ଉର୍ଦ୍ଧ୍ବ କୁକୁଡ଼ା ଜୀବନ୍ତ ଦଗ୍ଧ

يونيو 15, 2026  Sachchida Nanda Mahakur  77 مشاهدة
କୁକୁଡ଼ା ଫାର୍ମରେ ଲାଗିଲା ନିଆଁ , ୩ ହଜାରରୁ ଉର୍ଦ୍ଧ୍ବ  କୁକୁଡ଼ା ଜୀବନ୍ତ ଦଗ୍ଧ

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତର ଗୁହୁରିଆପଦର ଗ୍ରାମ ନିକଟରେ ଥିବା କାଶୀ ସାହୁଙ୍କ କୁକୁଡ଼ା ଫାର୍ମରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ୩ ହଜାରରୁ ଉର୍ଦ୍ଧ୍ଵ ସୁନେଲି ଦେଶୀ କୁକୁଡ଼ା ମରିବା ସହିତ ପାଖରେ ଥିବା ୨ଟି ପାଳଗଦା ପୋଡ଼ି ଯାଇଛି । ଏହି ଖବର ପାଇବା ପରେ ଆଗଲପୁର ଅଗ୍ନିଶମ ବିଭାଗର ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ନେତୃତ୍ଵରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ୨/୩ ଘଣ୍ଟା ପର୍ଯ୍ୟନ୍ତ ଜଳୁଥିବା ନିଆଁକୁ ଆୟତ କରିଥିଲେ


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط