LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ଡିଜେ ଗାଡିର ସାଉଣ୍ଟରେ ଜଣେ ମହିଳାଙ୍କ ମୃତ

ଡିଜେ ଗାଡିର ସାଉଣ୍ଟରେ ଜଣେ ମହିଳାଙ୍କ ମୃତ

Haz 20, 2026  Sachchida Nanda Mahakur  69 görüntüleme
ଡିଜେ ଗାଡିର ସାଉଣ୍ଟରେ ଜଣେ ମହିଳାଙ୍କ ମୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଏନ୍ଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡିଜେଗାଡି ସାଉଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଲା ଜଣକ ହେଲେ ଉକ୍ତ ପଡାର ଲୋଚନା ବାହୁ । କ୍ଷତି ପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକ ରାସ୍ତା ଉପରେ ଶବ ରଖି ପାଟଣାଗଡ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ହେବା ଫଲରେ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଗୁଡ଼ିକୁ ଚଳାଚଳ ପାଇଁ ବାଧାପ୍ରାପ୍ତ ହୋଇଛି । ଖବରପାଇ ଘଟଣା ସ୍ଥଳକୁ ସ୍ଥାନୀୟ ପୁଲିସ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଝା କରୁଛି ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası